ବିନା ଚିନିରେ ଚାହା

ସ୍ୱାମୀ : ଶୁଣୁଛ, ମୋତେ ଡାଇବେଟିସ୍‌ ହୋଇଛି।

ସ୍ତ୍ରୀ : ହଁ ଜାଣିଛି।

ଆହୁରି ପଢ଼ନ୍ତୁ

ସ୍ୱାମୀ : ଡାକ୍ତର ମୋତେ ବିନା ଚିନିରେ ଚାହା ପିଇବା ପାଇଁ କହିଛନ୍ତି।

ସ୍ତ୍ରୀ : ହଁ ଠିକ୍‌ ଅଛି ମୁଁ ଅଲଗା ତାହା ତିଆରି କରି ପାରିବିନି। ତମେ ଲଡୁ ଖାଇ ଚାହା ପିଇଦିଅ। ଦେଖିବ ଚାହା ଫିକା ଲାଗିବ। ସ୍ତ୍ରୀର ଏହି କଥା ଶୁଣି ସ୍ୱାମୀ ବେହୋସ୍‌…

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।