Advertisment

ବିନା ଚିନିରେ ଚାହା

ସ୍ୱାମୀ : ଶୁଣୁଛ, ମୋତେ ଡାଇବେଟିସ୍‌ ହୋଇଛି। ସ୍ତ୍ରୀ : ହଁ ଜାଣିଛି। ସ୍ୱାମୀ : ଡାକ୍ତର ମୋତେ ବିନା ଚିନିରେ ଚାହା ପିଇବା ପାଇଁ କହିଛନ୍ତି। ସ୍ତ୍ରୀ : ହଁ ଠିକ୍‌ ଅଛି ମୁଁ ଅଲଗା ତାହା ତିଆରି କରି ପାରିବିନି। ତମେ ଲଡୁ ଖାଇ ଚାହା ପିଇଦିଅ। ଦେଖିବ ଚାହା ଫିକା ଲାଗିବ। ସ୍ତ୍ରୀର ଏହି କଥା ଶୁଣି ସ୍ୱାମୀ ବେହୋସ୍‌…

author-image
Puspanjali Panda
ବିନା ଚିନିରେ ଚାହା

joke

ସ୍ୱାମୀ : ଶୁଣୁଛ, ମୋତେ ଡାଇବେଟିସ୍‌ ହୋଇଛି।

ସ୍ତ୍ରୀ : ହଁ ଜାଣିଛି।

ସ୍ୱାମୀ : ଡାକ୍ତର ମୋତେ ବିନା ଚିନିରେ ଚାହା ପିଇବା ପାଇଁ କହିଛନ୍ତି।

ସ୍ତ୍ରୀ : ହଁ ଠିକ୍‌ ଅଛି ମୁଁ ଅଲଗା ତାହା ତିଆରି କରି ପାରିବିନି। ତମେ ଲଡୁ ଖାଇ ଚାହା ପିଇଦିଅ। ଦେଖିବ ଚାହା ଫିକା ଲାଗିବ। ସ୍ତ୍ରୀର ଏହି କଥା ଶୁଣି ସ୍ୱାମୀ ବେହୋସ୍‌...

Advertisment