ଶାନ୍ତି କାହା ଘରେ ରୁହେ ?

ପପୁ: କହିଲୁ ଗପୁ ଶାନ୍ତି କାହା ଘରେ ରୁହେ ?

ଗପୁ: ତୁ ଜାଣିନୁ..

ପପୁ: ନା

ଗପୁ:
ଯେଉଁ ଘରେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ମୋବାଇଲ୍‌ ଚଲାନ୍ତି, ସେମାନଙ୍କ ଘରେ ହିଁ ଶାନ୍ତି ଥାଏ। ଆଉ ସବୁ ଘରେ ଅଶାନ୍ତି…