ପପୁ ଓ ତା’ ପ୍ରେମିକା

ପପୁ- ମୁଁ ତମକୁ ବାହା ହେଇ ପାରିବି ନାହିଁ। କାରଣ ଆମ ଘର ଲୋକେ ରାଜି ହେଉ ନାହାନ୍ତି।

ପ୍ରେମିକା- ତମ ଘରେ କିଏ କିଏ ଅଛନ୍ତି?

ପପୁ- ମୋ ସ୍ତ୍ରୀ ଓ ମୋ ଦୁଇ ଛୁଅ।

(ସୌଜନ୍ୟ- ନବଭାରତଟାଇମ୍ସ)