/odisha-reporter/media/post_attachments/uploads/2019/08/joke.jpg)
joke
ରୀନା ଓ ମୀନା ଦୁଇ ସାଙ୍ଗ। ଦିନେ ଦୁଇ ସାଙ୍ଗ ସେମାନଙ୍କ ସ୍ୱାମୀଙ୍କ ବିଷୟରେ କଥା ହେଉଥିଲେ। ଆଉ ତା’ଭିତରେ କ’ଣ ହେଲା ପଢ଼ନ୍ତୁ...
Advertisment
ରୀନା : ଜାଣିଛୁ ମୀନା... ମୋ ସ୍ୱାମୀଙ୍କ ଉପରେ ମୋର ସନ୍ଦେହ ହେଉଛି।
ମୀନା : କାହିଁକି ସନ୍ଦେହ ହେଉଛି ?
ରୀନା: ସେ ଗୋଟିଏ ଝିଅକୁ ଦେଖା କରୁଛନ୍ତି।
ମୀନା : ତୁ ଏବେ କ’ଣ କରିବୁ...
ରୀନା : ମୁଁ ଭାବୁଛି ସ୍ୱାମୀଙ୍କ ପଛରେ ମୋ ବୟଫ୍ରେଣ୍ଡକୁ ଲଗେଇବି। ତା’ ପରେ ଜଣାପଡ଼ିବ ସେ କେଉଁ ଝିଅକୁ ଦେଖା କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
