Advertisment

ସ୍ୱାମୀ ଉପରେ ସନ୍ଦେହ କଥା କହୁ କହୁ ନିଜ ଗୁମର ଖୋଲିଦେଲେ

ରୀନା ଓ ମୀନା ଦୁଇ ସାଙ୍ଗ। ଦିନେ ଦୁଇ ସାଙ୍ଗ ସେମାନଙ୍କ ସ୍ୱାମୀଙ୍କ ବିଷୟରେ କଥା ହେଉଥିଲେ। ଆଉ ତା’ଭିତରେ କ’ଣ ହେଲା ପଢ଼ନ୍ତୁ… ରୀନା : ଜାଣିଛୁ ମୀନା… ମୋ ସ୍ୱାମୀଙ୍କ ଉପରେ ମୋର ସନ୍ଦେହ ହେଉଛି। ମୀନା : କାହିଁକି ସନ୍ଦେହ ହେଉଛି ? ରୀନା: ସେ ଗୋଟିଏ ଝିଅକୁ ଦେଖା କରୁଛନ୍ତି। ମୀନା : ତୁ ଏବେ କ’ଣ କରିବୁ… ରୀନା : ମୁଁ ଭାବୁଛି ସ୍ୱାମୀଙ୍କ ପଛରେ ମୋ ବୟଫ୍ରେଣ୍ଡକୁ ଲଗେଇବି। […]

ଅଦ୍ୟତନ ହୋଇଛି
ସ୍ୱାମୀ ଉପରେ ସନ୍ଦେହ କଥା କହୁ କହୁ ନିଜ ଗୁମର ଖୋଲିଦେଲେ

joke

Advertisment

ରୀନା ଓ ମୀନା ଦୁଇ ସାଙ୍ଗ। ଦିନେ ଦୁଇ ସାଙ୍ଗ ସେମାନଙ୍କ ସ୍ୱାମୀଙ୍କ ବିଷୟରେ କଥା ହେଉଥିଲେ। ଆଉ ତା’ଭିତରେ କ’ଣ ହେଲା ପଢ଼ନ୍ତୁ...

Advertisment

ରୀନା : ଜାଣିଛୁ ମୀନା... ମୋ ସ୍ୱାମୀଙ୍କ ଉପରେ ମୋର ସନ୍ଦେହ ହେଉଛି।

ମୀନା : କାହିଁକି ସନ୍ଦେହ ହେଉଛି ?

ରୀନା: ସେ ଗୋଟିଏ ଝିଅକୁ ଦେଖା କରୁଛନ୍ତି।

ମୀନା : ତୁ ଏବେ କ’ଣ କରିବୁ...

ରୀନା : ମୁଁ ଭାବୁଛି ସ୍ୱାମୀଙ୍କ ପଛରେ ମୋ ବୟଫ୍ରେଣ୍ଡକୁ ଲଗେଇବି। ତା’ ପରେ ଜଣାପଡ଼ିବ ସେ କେଉଁ ଝିଅକୁ ଦେଖା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe