Advertisment

ପପୁର କଞ୍ଜୁସ୍‌ ଶ୍ୱଶୁର

ପପୁର ବାହାଘର ହେଲା। ବାହାଘରରେ ତା’ର ଶ୍ୱଶୁର ତାକୁ ଯୌତୁକରେ ଚେସ୍‌ ବୋର୍ଡ ଦେଲେ। ତା’ପରେ କ’ଣ ହେଲା ପଢ଼ନ୍ତୁ- ପପୁ: ବାପା ଏଇ ଚେସ୍‌ ବୋର୍ଡ କ’ଣ ପାଇଁ ? ଶ୍ୱଶୁର : ମୋର ଇଚ୍ଛା ଥିଲା ଯେ ବାହାଘରରେ ମୋ ଝିଅକୁ ହାତୀ, ଘୋଡ଼ା ଓ ଚାକର-ବାକର ଦେବି। ଆଜି ସେହି ଇଚ୍ଛା ପୂରଣ ହେଲା।

ପପୁର କଞ୍ଜୁସ୍‌ ଶ୍ୱଶୁର

pappu

Advertisment

ପପୁର ବାହାଘର ହେଲା। ବାହାଘରରେ ତା’ର ଶ୍ୱଶୁର ତାକୁ ଯୌତୁକରେ ଚେସ୍‌ ବୋର୍ଡ ଦେଲେ। ତା’ପରେ କ’ଣ ହେଲା ପଢ଼ନ୍ତୁ-

Advertisment

ପପୁ: ବାପା ଏଇ ଚେସ୍‌ ବୋର୍ଡ କ’ଣ ପାଇଁ ?

ଶ୍ୱଶୁର : ମୋର ଇଚ୍ଛା ଥିଲା ଯେ ବାହାଘରରେ ମୋ ଝିଅକୁ ହାତୀ, ଘୋଡ଼ା ଓ ଚାକର-ବାକର ଦେବି। ଆଜି ସେହି ଇଚ୍ଛା ପୂରଣ ହେଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe