ଫେସ୍‌ବୁକ୍‌ ଏବଂ ଯୋଗ

ବାପା- ଝିଅ ଫେସ୍‌ବୁକ୍‌ରେ କାହିଁକି ଏତେ ବ୍ୟସ୍ତ ରହୁଛୁ। ଝିଅ- ଆଉ କ’ଣ କରିବି ବାପା, ମଜା ଆସୁଛି। ବାପା- ଗୋଟେ ସପ୍ତାହ ଯୋଗ କର, ଫେସ୍‌ବୁକ୍‌ ଭୁଲିଯିବୁ। ଝିଅ- ତମେ ଦୁଇ ଦିନ ଫେସ୍‌ବୁକ୍‌ ଚଲା, ଯୋଗ କରିବା ଭୁଲିଯିବ।

p111

Rosalin Rath
  • Published: Tuesday, 02 July 2019
  • , Updated: 02 July 2019, 01:52 PM IST

ବାପା- ଝିଅ ଫେସ୍‌ବୁକ୍‌ରେ କାହିଁକି ଏତେ ବ୍ୟସ୍ତ ରହୁଛୁ।

ଝିଅ- ଆଉ କ’ଣ କରିବି ବାପା, ମଜା ଆସୁଛି।

ବାପା- ଗୋଟେ ସପ୍ତାହ ଯୋଗ କର, ଫେସ୍‌ବୁକ୍‌ ଭୁଲିଯିବୁ।

ଝିଅ- ତମେ ଦୁଇ ଦିନ ଫେସ୍‌ବୁକ୍‌ ଚଲା, ଯୋଗ କରିବା ଭୁଲିଯିବ।

Related story