ସ୍ତ୍ରୀ ଆଖିରେ ଦୁନିଆ

ସ୍ୱାମୀ : ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଯାହା କହିବ ମୁଁ କରିବି।

ସ୍ତ୍ରୀ : କେମିତି ?

ସ୍ୱାମୀ : ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି।

ସ୍ତ୍ରୀ : ସତ କହୁଛ, ତା’ହେଲେ ସନିଆ ମଉସାଙ୍କ ଘର ଗାଇ ହଜି ଯାଇଛି, ମୋ ଆଖିରେ ଦେଖ ତ ସେ କୋଉଠି ଅଛି ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।