Advertisment

ସ୍ତ୍ରୀ ଆଖିରେ ଦୁନିଆ

ସ୍ୱାମୀ : ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଯାହା କହିବ ମୁଁ କରିବି। ସ୍ତ୍ରୀ : କେମିତି ? ସ୍ୱାମୀ : ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି। ସ୍ତ୍ରୀ : ସତ କହୁଛ, ତା’ହେଲେ ସନିଆ ମଉସାଙ୍କ ଘର ଗାଇ ହଜି ଯାଇଛି, ମୋ ଆଖିରେ ଦେଖ ତ ସେ କୋଉଠି ଅଛି ?

author-image
Puspanjali Panda
ସ୍ତ୍ରୀ ଆଖିରେ ଦୁନିଆ

stree

ସ୍ୱାମୀ : ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଯାହା କହିବ ମୁଁ କରିବି।

ସ୍ତ୍ରୀ : କେମିତି ?

ସ୍ୱାମୀ : ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି।

ସ୍ତ୍ରୀ : ସତ କହୁଛ, ତା’ହେଲେ ସନିଆ ମଉସାଙ୍କ ଘର ଗାଇ ହଜି ଯାଇଛି, ମୋ ଆଖିରେ ଦେଖ ତ ସେ କୋଉଠି ଅଛି ?

Advertisment