ସ୍ୱାମୀ : ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଯାହା କହିବ ମୁଁ କରିବି।
ସ୍ତ୍ରୀ : କେମିତି ?
ସ୍ୱାମୀ : ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି।
ସ୍ତ୍ରୀ : ସତ କହୁଛ, ତା’ହେଲେ ସନିଆ ମଉସାଙ୍କ ଘର ଗାଇ ହଜି ଯାଇଛି, ମୋ ଆଖିରେ ଦେଖ ତ ସେ କୋଉଠି ଅଛି ?
ସ୍ୱାମୀ : ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଯାହା କହିବ ମୁଁ କରିବି। ସ୍ତ୍ରୀ : କେମିତି ? ସ୍ୱାମୀ : ତୁମ ଆଖିରେ ମୋତେ ସାରା ଦୁନିଆ ଦେଖାଯାଉଛି। ସ୍ତ୍ରୀ : ସତ କହୁଛ, ତା’ହେଲେ ସନିଆ ମଉସାଙ୍କ ଘର ଗାଇ ହଜି ଯାଇଛି, ମୋ ଆଖିରେ ଦେଖ ତ ସେ କୋଉଠି ଅଛି ?
stree