Advertisment

ଝିଅଙ୍କ ଇମ୍ପୋର୍ଟ-ଏକ୍ସପୋର୍ଟ କାମ

ପୁଅଘର ଲୋକ: ଆପଣଙ୍କ ଝିଅ କ’ଣ କରୁଛି ? ଝିଅଘର ଲୋକ: ଆମ ଝିଅ ଇମ୍ପୋର୍ଟ-ଏକ୍ସପୋର୍ଟର କାମ କରୁଛି। ପୁଅଘର ଲୋକ: କିଛି ବୁଝି ହେଉନି, ଏଇଟା କି କାମ ? ଝିଅଘର ଲୋକେ: ଆମ ଝିଅ ଗୁଗୁଲ୍‌ରୁ ସାୟେରୀ କପି କରି ଆଣି ହ୍ୱାଟସ୍‌ରେ ପେଷ୍ଟ କରିଥାଏ। ତେବେ ହେଲାନା ଇମ୍ପୋର୍ଟ-ଏକ୍ସପୋର୍ଟର କାମ…

author-image
Puspanjali Panda
ଝିଅଙ୍କ ଇମ୍ପୋର୍ଟ-ଏକ୍ସପୋର୍ଟ କାମ

jhia

ପୁଅଘର ଲୋକ: ଆପଣଙ୍କ ଝିଅ କ’ଣ କରୁଛି ?

ଝିଅଘର ଲୋକ: ଆମ ଝିଅ ଇମ୍ପୋର୍ଟ-ଏକ୍ସପୋର୍ଟର କାମ କରୁଛି।

ପୁଅଘର ଲୋକ: କିଛି ବୁଝି ହେଉନି, ଏଇଟା କି କାମ ?

ଝିଅଘର ଲୋକେ: ଆମ ଝିଅ ଗୁଗୁଲ୍‌ରୁ ସାୟେରୀ କପି କରି ଆଣି ହ୍ୱାଟସ୍‌ରେ ପେଷ୍ଟ କରିଥାଏ। ତେବେ ହେଲାନା ଇମ୍ପୋର୍ଟ-ଏକ୍ସପୋର୍ଟର କାମ...

Advertisment