jhia
Advertisment
ପୁଅଘର ଲୋକ: ଆପଣଙ୍କ ଝିଅ କ’ଣ କରୁଛି ?
ଝିଅଘର ଲୋକ: ଆମ ଝିଅ ଇମ୍ପୋର୍ଟ-ଏକ୍ସପୋର୍ଟର କାମ କରୁଛି।
ପୁଅଘର ଲୋକ: କିଛି ବୁଝି ହେଉନି, ଏଇଟା କି କାମ ?
ଝିଅଘର ଲୋକେ: ଆମ ଝିଅ ଗୁଗୁଲ୍ରୁ ସାୟେରୀ କପି କରି ଆଣି ହ୍ୱାଟସ୍ରେ ପେଷ୍ଟ କରିଥାଏ। ତେବେ ହେଲାନା ଇମ୍ପୋର୍ଟ-ଏକ୍ସପୋର୍ଟର କାମ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/jhia-2.jpg)