Advertisment

ପଡ଼ୋଶୀ ଘର ସ୍ତ୍ରୀଲୋକ କେମିତି ଲାଗେ ?

ସ୍ତ୍ରୀ : ସ୍ୱାମୀକୁ ଫୋନ୍ କରିବା ପରେ, ଶୁଣ ତୁମକୁ ଆମ ପଡ଼ୋଶୀ ଘର ରିମା କେମିତି ଲାଗେ ? ସ୍ୱାମୀ : ସ୍ତ୍ରୀକୁ ଖୁସି କରିବା ପାଇଁ କହିଲା, ଛି ସେ ମାଙ୍କେଡ଼ି ପରି ଦେଖାଯାଏ। ସ୍ତ୍ରୀ : ହଉ ଠିକ୍‌ ଅଛି, ଆସିବା ସମୟରେ ମୋ ପାଇଁ ଦିଟା ଶାଢ଼ୀ ନେଇ ଆସିବ। ସ୍ୱାମୀ : କାହିଁକି ? ସ୍ତ୍ରୀ : ନ ଆଣିଲେ, ତୁମେ ରିମାକୁ ମାଙ୍କେଡ଼ି କହିଛ ବୋଲି କହିଦେବି…

author-image
Puspanjali Panda
ପଡ଼ୋଶୀ ଘର ସ୍ତ୍ରୀଲୋକ କେମିତି ଲାଗେ ?

cartoon

ସ୍ତ୍ରୀ :ସ୍ୱାମୀକୁ ଫୋନ୍ କରିବା ପରେ, ଶୁଣ ତୁମକୁ ଆମ ପଡ଼ୋଶୀ ଘର ରିମା କେମିତି ଲାଗେ ?

Advertisment

ସ୍ୱାମୀ : ସ୍ତ୍ରୀକୁ ଖୁସି କରିବା ପାଇଁ କହିଲା, ଛି ସେ ମାଙ୍କେଡ଼ି ପରି ଦେଖାଯାଏ।

ସ୍ତ୍ରୀ :ହଉ ଠିକ୍‌ ଅଛି, ଆସିବା ସମୟରେ ମୋ ପାଇଁ ଦିଟା ଶାଢ଼ୀ ନେଇ ଆସିବ।

ସ୍ୱାମୀ : କାହିଁକି ?

ସ୍ତ୍ରୀ : ନ ଆଣିଲେ, ତୁମେ ରିମାକୁ ମାଙ୍କେଡ଼ି କହିଛ ବୋଲି କହିଦେବି...