cartoon
Advertisment
ସ୍ତ୍ରୀ :ସ୍ୱାମୀକୁ ଫୋନ୍ କରିବା ପରେ, ଶୁଣ ତୁମକୁ ଆମ ପଡ଼ୋଶୀ ଘର ରିମା କେମିତି ଲାଗେ ?
Advertisment
ସ୍ୱାମୀ : ସ୍ତ୍ରୀକୁ ଖୁସି କରିବା ପାଇଁ କହିଲା, ଛି ସେ ମାଙ୍କେଡ଼ି ପରି ଦେଖାଯାଏ।
ସ୍ତ୍ରୀ :ହଉ ଠିକ୍ ଅଛି, ଆସିବା ସମୟରେ ମୋ ପାଇଁ ଦିଟା ଶାଢ଼ୀ ନେଇ ଆସିବ।
ସ୍ୱାମୀ : କାହିଁକି ?
ସ୍ତ୍ରୀ : ନ ଆଣିଲେ, ତୁମେ ରିମାକୁ ମାଙ୍କେଡ଼ି କହିଛ ବୋଲି କହିଦେବି...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/cartoon.jpg)