joke
Advertisment
ପପୁ: ଜାଣିଛୁ ସୋନୁ ବାହାଘର ପରେ ମୋ ସ୍ତ୍ରୀ ମୋତେ ଆଙ୍ଗୁଳିରେ ନଚାଉଛି। ଏବେ ମୁଁ କ’ଣ କରିବି କହ ?
Advertisment
ସୋନୁ: ଏଥିପାଇଁ ଗୋଟେ ଉପାୟ ମୋ ପାଖରେ ଅଛି,ଯାହାକୁ ତୁ ମକରସଂକ୍ରାନ୍ତି ଦିନ ଟ୍ରାଏ କରିପାରିବୁ।
ପପୁ: କ’ଣ କରିବି କହ ?
ସୋନୁ: ଗୋଟିଏ ଗୁଡ଼ି ତିଆରି କରିବୁ, ଆଉ ସେଥିରେ ତୋ ସ୍ତ୍ରୀ ଫଟୋ ଲଗାଇବୁ। ଏପରି କଲେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ତୁ ତୋ ସ୍ତ୍ରୀକୁ ଆଙ୍ଗୁଳିରେ ନଚାଇ ପାରିବୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/joke.jpg)