ବାପାଙ୍କ ଆଗରେ ପପୁ ରଖିଲା ସର୍ତ୍ତ
ବାପା : ପପୁ ତୋ ପରୀକ୍ଷା ଫଳ ଏବର୍ଷ କ’ଣ ହୋଇଛି, ପ୍ରୋଗ୍ରେସ୍ ରିପୋର୍ଟ ଦେଖାଇଲୁ ନାହିଁ।
ପପୁ : ଦେଖାଉଛି…
ବାପା : କାହିଁ ନାହିଁ ତ ?
ଆହୁରି ପଢ଼ନ୍ତୁ
ପପୁ : ଦେଖାଇବି ଯୋ ଗୋଟିଏ ସର୍ତ୍ତରେ…
ବାପା : କି ସର୍ତ୍ତ ?
ପପୁ : ତୁମେ କଥା ଦିଅ ଯେ ପ୍ରୋଗ୍ରେସ୍ ରିପୋର୍ଟ ଦେଖିବା ସମୟରେ ସାମାଜିକ ଦୂରତା ରଖିବ…
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।