papu
Advertisment
ବାପା : ପପୁ ତୋ ପରୀକ୍ଷା ଫଳ ଏବର୍ଷ କ’ଣ ହୋଇଛି, ପ୍ରୋଗ୍ରେସ୍ ରିପୋର୍ଟ ଦେଖାଇଲୁ ନାହିଁ।
Advertisment
ପପୁ : ଦେଖାଉଛି...
ବାପା : କାହିଁ ନାହିଁ ତ ?
ପପୁ : ଦେଖାଇବି ଯୋ ଗୋଟିଏ ସର୍ତ୍ତରେ...
ବାପା : କି ସର୍ତ୍ତ ?
ପପୁ : ତୁମେ କଥା ଦିଅ ଯେ ପ୍ରୋଗ୍ରେସ୍ ରିପୋର୍ଟ ଦେଖିବା ସମୟରେ ସାମାଜିକ ଦୂରତା ରଖିବ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/papu.jpg)