/odisha-reporter/media/post_attachments/uploads/2019/11/frnd.jpg)
frnd
ପପୁ: ବୁଝିଲୁ ଦୀପୁ ଆଜିକାଲି ବାହାଘର ଠିକ୍ ହେଲେ ପୁଅମାନେ ଆଉ ଝିଅ ଦେଖିବାକୁ ନିଜେ ଯାଉ ନାହାନ୍ତି।
Advertisment
ଦୀପୁ : ଆଉ ତେବେ କ’ଣ କରୁଛନ୍ତି ?
ପପୁ : ବାପା-ମା’ଙ୍କୁ ପଠାଇ ଦେଉଛନ୍ତି।
ଦୀପୁ: କାହିଁକି ?
ପପୁ : ପୁଅମାନେ ଡରୁଛନ୍ତି...କାଳେ ଝିଅ ତାଙ୍କୁ ଦେଖି କହିଦେବେ, ଆରେ ହେ ଏ ଟୋକା ତ ମୋ ସାଙ୍ଗର ବୟଫ୍ରେଣ୍ଡ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
