Advertisment

ସାଙ୍ଗର ବୟପ୍ରେଣ୍ଡ

ପପୁ: ବୁଝିଲୁ ଦୀପୁ ଆଜିକାଲି ବାହାଘର ଠିକ୍‌ ହେଲେ ପୁଅମାନେ ଆଉ ଝିଅ ଦେଖିବାକୁ ନିଜେ ଯାଉ ନାହାନ୍ତି। ଦୀପୁ : ଆଉ ତେବେ କ’ଣ କରୁଛନ୍ତି ? ପପୁ : ବାପା-ମା’ଙ୍କୁ ପଠାଇ ଦେଉଛନ୍ତି। ଦୀପୁ: କାହିଁକି ? ପପୁ : ପୁଅମାନେ ଡରୁଛନ୍ତି…କାଳେ ଝିଅ ତାଙ୍କୁ ଦେଖି କହିଦେବେ, ଆରେ ହେ ଏ ଟୋକା ତ ମୋ ସାଙ୍ଗର ବୟଫ୍ରେଣ୍ଡ…

ଅଦ୍ୟତନ ହୋଇଛି
ସାଙ୍ଗର ବୟପ୍ରେଣ୍ଡ

frnd

Advertisment

ପପୁ: ବୁଝିଲୁ ଦୀପୁ ଆଜିକାଲି ବାହାଘର ଠିକ୍‌ ହେଲେ ପୁଅମାନେ ଆଉ ଝିଅ ଦେଖିବାକୁ ନିଜେ ଯାଉ ନାହାନ୍ତି।

Advertisment

ଦୀପୁ : ଆଉ ତେବେ କ’ଣ କରୁଛନ୍ତି ?

ପପୁ : ବାପା-ମା’ଙ୍କୁ ପଠାଇ ଦେଉଛନ୍ତି।

ଦୀପୁ: କାହିଁକି ?

ପପୁ : ପୁଅମାନେ ଡରୁଛନ୍ତି...କାଳେ ଝିଅ ତାଙ୍କୁ ଦେଖି କହିଦେବେ, ଆରେ ହେ ଏ ଟୋକା ତ ମୋ ସାଙ୍ଗର ବୟଫ୍ରେଣ୍ଡ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe