Advertisment

ମଦ ବୋଝେଇ ଟ୍ରକ୍‌

ହାବିଲ୍‌ଦାର୍‌ : ସାର୍‌ ଆମେ ଗୋଟିଏ ମଦ ବେଝୋଇ ଟ୍ରକ୍‌କୁ ଜବତ କରିଛୁ। ଇନସ୍ପେକ୍ଟର : ବହୁତ ଭଲ କଲ । ହାବିଲଦାର୍‌ : ଆଗକୁ କ’ଣ କରିବୁ ସାର୍‌ ? ଇନସ୍ପେକ୍ଟର୍‌ : ଆଗକୁ ଗୋଟିଏ ସୋଡ଼ା ବୋଝେଇ ଟ୍ରକ୍‌ ଓ ଚାଖଣା ବୋଝେଇ ଟ୍ରକ୍‌ ବି ଜବତ କର…

ମଦ ବୋଝେଇ ଟ୍ରକ୍‌

police

Advertisment

ହାବିଲ୍‌ଦାର୍‌ : ସାର୍‌ ଆମେ ଗୋଟିଏ ମଦ ବେଝୋଇ ଟ୍ରକ୍‌କୁ ଜବତ କରିଛୁ।

ଇନସ୍ପେକ୍ଟର : ବହୁତ ଭଲ କଲ ।

ହାବିଲଦାର୍‌ : ଆଗକୁ କ’ଣ କରିବୁ ସାର୍‌ ?

ଇନସ୍ପେକ୍ଟର୍‌ : ଆଗକୁ ଗୋଟିଏ ସୋଡ଼ା ବୋଝେଇ ଟ୍ରକ୍‌ ଓ ଚାଖଣା ବୋଝେଇ ଟ୍ରକ୍‌ ବି ଜବତ କର…

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe