/odisha-reporter/media/post_attachments/uploads/2020/02/flight.jpg)
flight
ପପୁ ପ୍ରଥମଥର ପାଇଁ ଫ୍ଲାଇଟ୍ରେ ବସିବା ପରେ ପାଇଲଟ୍ ସହିତ କଥାବାର୍ତ୍ତା ହେଉଥିଲା।
Advertisment
ପପୁ : ଏ ହେଡ୍ ଫୋନ୍ ମୋତେ ଦିଅନ୍ତୁ।
ପାଇଲଟ୍ : ଦିଆଯାଇ ପାରିବ ନାହିଁ।
ପପୁ : କାହିଁକି ?
ପାଇଲଟ୍ : ଯାତ୍ରୀଙ୍କୁ ହେଡ୍ ଫୋନ୍ ଦେବା ମନା।
ପପୁ : ପାଇଲଟ୍ଠାରୁ ହେଡ୍ ଫୋନ୍ ଭିଡି ଆଣିଲା।
ପାଇଲଟ୍ : ଆରେ ଏ କ’ଣ କରୁଛ, ହେଡ୍ ଫୋନ୍ କାହିଁକି ଟାଣୁଛ ?
ପପୁ : ଆଚ୍ଛା କଥା। ଟିକେଟ୍ ଆମେ ଟଙ୍କା ଦେଇ କିଣିବୁ ଆଉ ଗୀତ ତମେ ଶୁଣିବ। ଚାଲ୍ ହେଡ୍ ଫୋନ୍ ବାହାର କର...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
