ଫ୍ଲାଇଟ୍‌ରେ ପପୁର ଅଜବ କାମ

ପପୁ ପ୍ରଥମଥର ପାଇଁ ଫ୍ଲାଇଟ୍‌ରେ ବସିବା ପରେ ପାଇଲଟ୍‌ ସହିତ କଥାବାର୍ତ୍ତା ହେଉଥିଲା।

ପପୁ : ଏ ହେଡ୍‌ ଫୋନ୍‌ ମୋତେ ଦିଅନ୍ତୁ।

ପାଇଲଟ୍‌ : ଦିଆଯାଇ ପାରିବ ନାହିଁ।

ପପୁ : କାହିଁକି ?

ପାଇଲଟ୍‌ : ଯାତ୍ରୀଙ୍କୁ ହେଡ୍‌ ଫୋନ୍‌ ଦେବା ମନା।

ପପୁ : ପାଇଲଟ୍‌ଠାରୁ ହେଡ୍‌ ଫୋନ୍‌ ଭିଡି ଆଣିଲା।

ପାଇଲଟ୍‌ : ଆରେ ଏ କ’ଣ କରୁଛ, ହେଡ୍‌ ଫୋନ୍‌ କାହିଁକି ଟାଣୁଛ ?

ପପୁ : ଆଚ୍ଛା କଥା। ଟିକେଟ୍‌ ଆମେ ଟଙ୍କା ଦେଇ କିଣିବୁ ଆଉ ଗୀତ ତମେ ଶୁଣିବ। ଚାଲ୍‌ ହେଡ୍‌ ଫୋନ୍‌ ବାହାର କର…

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।