Advertisment

ଫ୍ଲାଇଟ୍‌ରେ ପପୁର ଅଜବ କାମ

ପପୁ ପ୍ରଥମଥର ପାଇଁ ଫ୍ଲାଇଟ୍‌ରେ ବସିବା ପରେ ପାଇଲଟ୍‌ ସହିତ କଥାବାର୍ତ୍ତା ହେଉଥିଲା। ପପୁ : ଏ ହେଡ୍‌ ଫୋନ୍‌ ମୋତେ ଦିଅନ୍ତୁ। ପାଇଲଟ୍‌ : ଦିଆଯାଇ ପାରିବ ନାହିଁ। ପପୁ : କାହିଁକି ? ପାଇଲଟ୍‌ : ଯାତ୍ରୀଙ୍କୁ ହେଡ୍‌ ଫୋନ୍‌ ଦେବା ମନା। ପପୁ : ପାଇଲଟ୍‌ଠାରୁ ହେଡ୍‌ ଫୋନ୍‌ ଭିଡି ଆଣିଲା। ପାଇଲଟ୍‌ : ଆରେ ଏ କ’ଣ କରୁଛ, ହେଡ୍‌ ଫୋନ୍‌ କାହିଁକି ଟାଣୁଛ ? ପପୁ : ଆଚ୍ଛା କଥା। […]

ଅଦ୍ୟତନ ହୋଇଛି
ଫ୍ଲାଇଟ୍‌ରେ ପପୁର ଅଜବ କାମ

flight

Advertisment

ପପୁ ପ୍ରଥମଥର ପାଇଁ ଫ୍ଲାଇଟ୍‌ରେ ବସିବା ପରେ ପାଇଲଟ୍‌ ସହିତ କଥାବାର୍ତ୍ତା ହେଉଥିଲା।

Advertisment

ପପୁ : ଏ ହେଡ୍‌ ଫୋନ୍‌ ମୋତେ ଦିଅନ୍ତୁ।

ପାଇଲଟ୍‌ : ଦିଆଯାଇ ପାରିବ ନାହିଁ।

ପପୁ : କାହିଁକି ?

ପାଇଲଟ୍‌ : ଯାତ୍ରୀଙ୍କୁ ହେଡ୍‌ ଫୋନ୍‌ ଦେବା ମନା।

ପପୁ : ପାଇଲଟ୍‌ଠାରୁ ହେଡ୍‌ ଫୋନ୍‌ ଭିଡି ଆଣିଲା।

ପାଇଲଟ୍‌ : ଆରେ ଏ କ’ଣ କରୁଛ, ହେଡ୍‌ ଫୋନ୍‌ କାହିଁକି ଟାଣୁଛ ?

ପପୁ : ଆଚ୍ଛା କଥା। ଟିକେଟ୍‌ ଆମେ ଟଙ୍କା ଦେଇ କିଣିବୁ ଆଉ ଗୀତ ତମେ ଶୁଣିବ। ଚାଲ୍‌ ହେଡ୍‌ ଫୋନ୍‌ ବାହାର କର...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe