/odisha-reporter/media/post_attachments/uploads/2020/06/ppp.jpg)
ppp
ଶିକ୍ଷକ : ଆଜି ମୁଁ ଇଂରାଜୀ ନାଉନ୍ ପଢ଼ାଇବି। ପପୁ ତୁମେ ଛିଡ଼ାହୁଅ।
ପପୁ : ଆଜ୍ଞା ମାଡାମ୍..
ଶିକ୍ଷକ : ଝିଅଟି ସମସ୍ତଙ୍କ ସହିତ ହସିକରି କଥା ହେଉଛି। କହିଲେ ଦେଖି ଏଥିରେ ଝିଅଟି କ’ଣ ?
Advertisment
ପପୁ : ସାର୍ ଝିଅଟି ପୂରା ବିଗିଡ଼ିଯାଇଛି। ସମସ୍ତଙ୍କ ସହିତ ସେଟିଙ୍ଗ କରିବା ପାଇଁ ଚେଷ୍ଟା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
