/odisha-reporter/media/post_attachments/uploads/2019/10/bonus.jpg)
bonus
ଦୀପାବଳିରେ ପପୁ ଓ ଲିପୁ ଦୁଇ ସାଙ୍ଗଙ୍କର ଦେଖା ହେଲା। ଲିପୁକୁ ଦୀପାବଳି ବୋନସ୍ ମିଳିଛି ସେ ଭାରି ଖୁସି। ଲିପୁକୁ ଦେଖି ପପୁ ପଚାରିଲା..
Advertisment
ପପୁ : ଆରେ ଲିପୁ.. ତୋତେ ଦୀପାବଳି ବୋନସ୍ ମିଳିଛି ?
ଲିପୁ : ହଁ ଆମ ଅଫିସରେ ବୋନସ୍ ଓ ମିଠା ମିଳିଲା..ତୋତେ କ’ଣ ମିଳିଛି ?
ପପୁ : ମୁଁ ତ ବେକାରୀ, ମୋତେ ଘର ସଫା କରିବା କାମ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
