Advertisment

ଦୀପାବଳି ବୋନସ୍‌

ଦୀପାବଳିରେ ପପୁ ଓ ଲିପୁ ଦୁଇ ସାଙ୍ଗଙ୍କର ଦେଖା ହେଲା। ଲିପୁକୁ ଦୀପାବଳି ବୋନସ୍‌ ମିଳିଛି ସେ ଭାରି ଖୁସି। ଲିପୁକୁ ଦେଖି ପପୁ ପଚାରିଲା.. ପପୁ : ଆରେ ଲିପୁ.. ତୋତେ ଦୀପାବଳି ବୋନସ୍‌ ମିଳିଛି ? ଲିପୁ : ହଁ ଆମ ଅଫିସରେ ବୋନସ୍‌ ଓ ମିଠା ମିଳିଲା..ତୋତେ କ’ଣ ମିଳିଛି ? ପପୁ : ମୁଁ ତ ବେକାରୀ, ମୋତେ ଘର ସଫା କରିବା କାମ ମିଳିଛି।

ଦୀପାବଳି ବୋନସ୍‌

bonus

Advertisment

ଦୀପାବଳିରେ ପପୁ ଓ ଲିପୁ ଦୁଇ ସାଙ୍ଗଙ୍କର ଦେଖା ହେଲା। ଲିପୁକୁ ଦୀପାବଳି ବୋନସ୍‌ ମିଳିଛି ସେ ଭାରି ଖୁସି। ଲିପୁକୁ ଦେଖି ପପୁ ପଚାରିଲା..

Advertisment

ପପୁ : ଆରେ ଲିପୁ.. ତୋତେ ଦୀପାବଳି ବୋନସ୍‌ ମିଳିଛି ?

ଲିପୁ : ହଁ ଆମ ଅଫିସରେ ବୋନସ୍‌ ଓ ମିଠା ମିଳିଲା..ତୋତେ କ’ଣ ମିଳିଛି ?

ପପୁ : ମୁଁ ତ ବେକାରୀ, ମୋତେ ଘର ସଫା କରିବା କାମ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe