କ୍ଲାସ୍‌ର ଟପର୍‌ ଷ୍ଟୁଡେଣ୍ଟ

ରିଙ୍କି : ପିଙ୍କି ତୁ କ୍ଲାସର ଟପର ଷ୍ଟୁଡେଣ୍ଟ ଥିଲୁ ନା !!

ପିଙ୍କି : ହଁ ଥିଲି କ’ଣ ହେଲା ?

ରିଙ୍କି : ମତେ ଏ କଥା ଜାଣିବାକୁ ଥିଲା ତୁ ପରୀକ୍ଷା ସମୟରେ ସମସ୍ତଙ୍କୁ ଉତ୍ତର ଲୁଚାଉଥିଲୁ। ଏବେ କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌ ଖୋଜି ପାଇଲୁ ନା ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।