Advertisment

ଭାଲେନ୍‌ଣ୍ଟାଇନ୍‌ ଲିଭ୍‌ ଆପ୍ଲିକେସନ୍‌ରେ ସ୍ତ୍ରୀର ସାଇନ୍

ପପୁ : ସାର୍‌ ମୋତେ ୧୪ ପେବୃଆରୀ ପାଇଁ ଛୁଟି ଦରକାର। ସାର୍‌ : ଛୁଟିରେ କ’ଣ କରିବ ? ପପୁ : ସ୍ତ୍ରୀକୁ ବୁଲେଇବାକୁ ପାର୍କ ନେବି। ସାର୍ : ଆଚ୍ଛା ହଉ, ମୁଁ ଛୁଟି ଦେବି କିନ୍ତୁ ଗୋଟିଏ ସର୍ତ୍ତରେ !! ପପୁ : କି ସର୍ତ୍ତ ସାର୍ ? ସାର୍‌ : ଆଗ ଲିଭ୍‌ ଆପ୍ଲିକେସନ୍‌ରେ ଘରୁ ତୁମ ସ୍ତ୍ରୀର ସାଇନ୍‌ କରାଇ ଆଣ। ତୁମେ ସତରେ ସ୍ତ୍ରୀକୁ ବୁଲେଇବାକୁ ନେବାକୁ ଚାହୁଁଛ […]

author-image
Puspanjali Panda
ଭାଲେନ୍‌ଣ୍ଟାଇନ୍‌ ଲିଭ୍‌ ଆପ୍ଲିକେସନ୍‌ରେ ସ୍ତ୍ରୀର ସାଇନ୍

leave

ପପୁ : ସାର୍‌ ମୋତେ ୧୪ ପେବୃଆରୀ ପାଇଁ ଛୁଟି ଦରକାର।

ସାର୍‌ : ଛୁଟିରେ କ’ଣ କରିବ ?

ପପୁ : ସ୍ତ୍ରୀକୁ ବୁଲେଇବାକୁ ପାର୍କ ନେବି।

ସାର୍ : ଆଚ୍ଛା ହଉ, ମୁଁ ଛୁଟି ଦେବି କିନ୍ତୁ ଗୋଟିଏ ସର୍ତ୍ତରେ !!

ପପୁ : କି ସର୍ତ୍ତ ସାର୍ ?

ସାର୍‌ : ଆଗ ଲିଭ୍‌ ଆପ୍ଲିକେସନ୍‌ରେ ଘରୁ ତୁମ ସ୍ତ୍ରୀର ସାଇନ୍‌ କରାଇ ଆଣ। ତୁମେ ସତରେ ସ୍ତ୍ରୀକୁ ବୁଲେଇବାକୁ ନେବାକୁ ଚାହୁଁଛ ନା ନାହଁ ମୁଁ ଜାଣିବାକୁ ଚାହୁଁଛି...

Advertisment