Advertisment

ଝିଅଙ୍କର ଅଦ୍ଭୁତ କ୍ଷମତା

ପପୁ : ଆଚ୍ଛା ଗପୁ କହିଲୁ ଦେଖି ଝିଅଙ୍କର କ’ଣ କିଛି ଅଦ୍ଭୁତ କ୍ଷମତା ଅଛି ? ଗପୁ : ହଁ ଅଛି, ତୁ ଜାଣିନୁ କି ? ପପୁ : କ’ଣ ? ଗପୁ : ପାଖପଡ଼ିଶା ଓ ଉପରତଳେ ରହୁଥିବା ଲୋକଙ୍କ ବାସନରୁ ନିଜ ବାସନକୁ ଖୋଜି ଆଣିବା ଝିଅଙ୍କର ଏକ ଅଦ୍ଭୁତ କ୍ଷମତା, ଯାହାକୁ କୋଉ ପୁଅ କରିପାରିବେନି।

author-image
Puspanjali Panda
ଝିଅଙ୍କର ଅଦ୍ଭୁତ କ୍ଷମତା

joke

ପପୁ : ଆଚ୍ଛା ଗପୁ କହିଲୁ ଦେଖି ଝିଅଙ୍କର କ’ଣ କିଛି ଅଦ୍ଭୁତ କ୍ଷମତା ଅଛି ?

ଗପୁ : ହଁ ଅଛି, ତୁ ଜାଣିନୁ କି ?

ପପୁ : କ’ଣ ?

ଗପୁ : ପାଖପଡ଼ିଶା ଓ ଉପରତଳେ ରହୁଥିବା ଲୋକଙ୍କ ବାସନରୁ ନିଜ ବାସନକୁ ଖୋଜି ଆଣିବା ଝିଅଙ୍କର ଏକ ଅଦ୍ଭୁତ କ୍ଷମତା, ଯାହାକୁ କୋଉ ପୁଅ କରିପାରିବେନି।

Advertisment