ପକେଟରେ ସିଗାରେଟ୍‌ ପ୍ୟାକେଟ୍‌ ରଖୁଛି

ସାର୍‌ : ‘ସଙ୍ଗଠନରେ ହିଁ ଶକ୍ତି ଅଛି’, ଏହାର ଏକ ଉଦାହରଣ ଦେଲୁ ପପୁ..

ପପୁ : ସାର୍‌ ମୁଁ ପକେଟ୍‌ରେ ଗୋଟିଏ ସିଗାରେଟ୍‌ ରଖିଲେ ଭାଙ୍ଗି ଯାଉଛି। ପୂରା ପ୍ୟାକେଟ୍‌ ରଖିଲେ, ଭାଙ୍ଗୁନି। ଦେଖିଲେ ସଙ୍ଗଠନର କେତେ ଶକ୍ତି