/odisha-reporter/media/post_attachments/uploads/2019/07/yamm.jpg)
yamm
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥରେ ଯମପୁରରୁ ବଣ୍ଟିକୁ ଯମରାଜ ଫୋନ୍ କଲେ।
ଯମରାଜ: ହେଲୋ, ମୁଁ ତୁମକୁ ନେବା ପାଇଁ ଆସିଛି।
ବଣ୍ଟି: ମୁଁ ତ ସମୂର୍ଣ୍ଣ ସୁସ୍ଥ ଅଛି, ଆପଣ କାହିଁକି ମୋତେ ନେବା ପାଇଁ ଚାହୁଁଛନ୍ତି।
Advertisment
ଯମରାଜ: ତୁମେ ଆଜି ତୁମ ମୋବାଇଲ୍ ଘରେ ଛାଡ଼ି ଆସିଛ। ଏବେ ତୁମ ସ୍ତ୍ରୀ ତୁମ ଫୋନ୍ରୁ ସବୁ ମେସେଜ୍ ପଢୁଛନ୍ତି।
ବଣ୍ଟି: ତେବେ ଯମରାଜ ଚାଲନ୍ତୁ, ମୁଁ ଘରକୁ ନଯାଇ ଆପଣଙ୍କ ସହିତ ପଳେଇବି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
