ଯମରାଜଙ୍କ ଫୋନ୍‌ ଆସିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥରେ ଯମପୁରରୁ ବଣ୍ଟିକୁ ଯମରାଜ ଫୋନ୍‌ କଲେ। ଯମରାଜ: ହେଲୋ, ମୁଁ ତୁମକୁ ନେବା ପାଇଁ ଆସିଛି। ବଣ୍ଟି: ମୁଁ ତ ସମୂର୍ଣ୍ଣ ସୁସ୍ଥ ଅଛି, ଆପଣ କାହିଁକି ମୋତେ ନେବା ପାଇଁ ଚାହୁଁଛନ୍ତି। ଯମରାଜ: ତୁମେ ଆଜି ତୁମ ମୋବାଇଲ୍‌ ଘରେ ଛାଡ଼ି ଆସିଛ। ଏବେ ତୁମ ସ୍ତ୍ରୀ ତୁମ ଫୋନ୍‌ରୁ ସବୁ ମେସେଜ୍‌ ପଢୁଛନ୍ତି। ବଣ୍ଟି: ତେବେ ଯମରାଜ ଚାଲନ୍ତୁ, ମୁଁ ଘରକୁ ନଯାଇ ଆପଣଙ୍କ ସହିତ ପଳେଇବି।

yamm

Puspanjali Panda
  • Published: Tuesday, 30 July 2019
  • , Updated: 30 July 2019, 03:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥରେ ଯମପୁରରୁ ବଣ୍ଟିକୁ ଯମରାଜ ଫୋନ୍‌ କଲେ।

ଯମରାଜ: ହେଲୋ, ମୁଁ ତୁମକୁ ନେବା ପାଇଁ ଆସିଛି।

ବଣ୍ଟି: ମୁଁ ତ ସମୂର୍ଣ୍ଣ ସୁସ୍ଥ ଅଛି, ଆପଣ କାହିଁକି ମୋତେ ନେବା ପାଇଁ ଚାହୁଁଛନ୍ତି।

ଯମରାଜ: ତୁମେ ଆଜି ତୁମ ମୋବାଇଲ୍‌ ଘରେ ଛାଡ଼ି ଆସିଛ। ଏବେ ତୁମ ସ୍ତ୍ରୀ ତୁମ ଫୋନ୍‌ରୁ ସବୁ ମେସେଜ୍‌ ପଢୁଛନ୍ତି।

ବଣ୍ଟି: ତେବେ ଯମରାଜ ଚାଲନ୍ତୁ, ମୁଁ ଘରକୁ ନଯାଇ ଆପଣଙ୍କ ସହିତ ପଳେଇବି।

Related story