ୱେଟରକୁ ଟିପ୍‌ ଦେଇଦିଅ

ସ୍ତ୍ରୀ: ଖାଇ ସାରିବା ପରେ ୱେଟରକୁ ଟିପ୍‌ ଦେଇଦିଅ।

ସ୍ୱାମୀ : ହଉ..ଭାଇ ଗୋଟିଏ କଥା ମନେରଖ କେବେ ବିବାହ କରିବ ନାହିଁ। ଏଇଟା ତମ ପାଇଁ ମୋର ଟିପ୍‌।