/odisha-reporter/media/post_attachments/uploads/2020/01/helmet.jpg)
helmet
ସୋନୁ: ଆଜି ହେଲମେଟ୍ ଥିବା ବୋଲି ବଞ୍ଚିଗଲି..
ମୋନୁ : କାହିଁକି କ’ଣ ହେଲା ?
ସୋନୁ: ଗର୍ଲଫ୍ରେଣ୍ଡକୁ ବାଇକ୍ରେ ବସାଇ ବୁଲାଇବାକୁ ନେଉଥିଲି..ରାସ୍ତାରେ ତା ବାପାଙ୍କ ସାମ୍ନାସାମ୍ନି ହୋଇଗଲି।
Advertisment
ମୋନୁ : ତା ପରେ କ’ଣ ହେଲା ?
ସୋନୁ: ଯାହା ହେଉ ହେଲମେଟ୍ ପିନ୍ଧିଥିଲି ବୋଲି ବଞ୍ଚିଗଲି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
