Advertisment

ହେଲମେଟ୍‌ ବଞ୍ଚାଇ ଦେଲା

ସୋନୁ: ଆଜି ହେଲମେଟ୍‌ ଥିବା ବୋଲି ବଞ୍ଚିଗଲି.. ମୋନୁ : କାହିଁକି କ’ଣ ହେଲା ? ସୋନୁ: ଗର୍ଲଫ୍ରେଣ୍ଡକୁ ବାଇକ୍‌ରେ ବସାଇ ବୁଲାଇବାକୁ ନେଉଥିଲି..ରାସ୍ତାରେ ତା ବାପାଙ୍କ ସାମ୍ନାସାମ୍ନି ହୋଇଗଲି। ମୋନୁ : ତା ପରେ କ’ଣ ହେଲା ? ସୋନୁ: ଯାହା ହେଉ ହେଲମେଟ୍‌ ପିନ୍ଧିଥିଲି ବୋଲି ବଞ୍ଚିଗଲି।

ଅଦ୍ୟତନ ହୋଇଛି
ହେଲମେଟ୍‌ ବଞ୍ଚାଇ ଦେଲା

helmet

Advertisment

ସୋନୁ: ଆଜି ହେଲମେଟ୍‌ ଥିବା ବୋଲି ବଞ୍ଚିଗଲି..

ମୋନୁ : କାହିଁକି କ’ଣ ହେଲା ?

ସୋନୁ: ଗର୍ଲଫ୍ରେଣ୍ଡକୁ ବାଇକ୍‌ରେ ବସାଇ ବୁଲାଇବାକୁ ନେଉଥିଲି..ରାସ୍ତାରେ ତା ବାପାଙ୍କ ସାମ୍ନାସାମ୍ନି ହୋଇଗଲି।

Advertisment

ମୋନୁ : ତା ପରେ କ’ଣ ହେଲା ?

ସୋନୁ: ଯାହା ହେଉ ହେଲମେଟ୍‌ ପିନ୍ଧିଥିଲି ବୋଲି ବଞ୍ଚିଗଲି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe