Advertisment

ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ?

ଗ୍ରାହକ : ଆରେ ଭାଇ ମାସେ ତଳେ ନୂଆ ସ୍ମାର୍ଟଫୋନ୍‌ କିଣିଥିଲି। ଏବେ ଫୋନ୍‌ ହ୍ୟାଙ୍ଗ ହେଉଛି। କହିଲେ ଏ ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ? ଦୋକାନୀ : ଏକଥା ତମେ ଚାଇନାବାଲାଙ୍କୁ ପଚାର ସେମାନେ ଉତ୍ତର ଦେବେ। ଚାଇନା ଫୋନ୍‌ କାହିଁକି ହ୍ୟାଙ୍ଗ ହେଉଛି।

author-image
Puspanjali Panda
ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ?

joke

ଗ୍ରାହକ : ଆରେ ଭାଇ ମାସେ ତଳେ ନୂଆ ସ୍ମାର୍ଟଫୋନ୍‌ କିଣିଥିଲି। ଏବେ ଫୋନ୍‌ ହ୍ୟାଙ୍ଗ ହେଉଛି। କହିଲେ ଏ ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ?

Advertisment

ଦୋକାନୀ : ଏକଥା ତମେ ଚାଇନାବାଲାଙ୍କୁ ପଚାର ସେମାନେ ଉତ୍ତର ଦେବେ। ଚାଇନା ଫୋନ୍‌ କାହିଁକି ହ୍ୟାଙ୍ଗ ହେଉଛି।