ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ?

ଗ୍ରାହକ : ଆରେ ଭାଇ ମାସେ ତଳେ ନୂଆ ସ୍ମାର୍ଟଫୋନ୍‌ କିଣିଥିଲି। ଏବେ ଫୋନ୍‌ ହ୍ୟାଙ୍ଗ ହେଉଛି। କହିଲେ ଏ ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ? ଦୋକାନୀ : ଏକଥା ତମେ ଚାଇନାବାଲାଙ୍କୁ ପଚାର ସେମାନେ ଉତ୍ତର ଦେବେ। ଚାଇନା ଫୋନ୍‌ କାହିଁକି ହ୍ୟାଙ୍ଗ ହେଉଛି।

joke

Puspanjali Panda
  • Published: Monday, 01 June 2020
  • , Updated: 01 June 2020, 01:46 PM IST

ଗ୍ରାହକ : ଆରେ ଭାଇ ମାସେ ତଳେ ନୂଆ ସ୍ମାର୍ଟଫୋନ୍‌ କିଣିଥିଲି। ଏବେ ଫୋନ୍‌ ହ୍ୟାଙ୍ଗ ହେଉଛି। କହିଲେ ଏ ଫୋନ୍‌ କାହିଁକି ହ୍ୟାଙ୍ଗ୍‌ ହୁଏ ?

ଦୋକାନୀ : ଏକଥା ତମେ ଚାଇନାବାଲାଙ୍କୁ ପଚାର ସେମାନେ ଉତ୍ତର ଦେବେ। ଚାଇନା ଫୋନ୍‌ କାହିଁକି ହ୍ୟାଙ୍ଗ ହେଉଛି।

Related story