seat
Advertisment
ବସ୍ରେ ଯିବା ସମୟରେ ଗୋଟିଏ ଝିଅକୁ ସିଟ୍ ନ ମିଳିବାରୁ ଛିଡ଼ା ହେବାକୁ ପଡ଼ିଲା। ଏହି ସମୟରେ ଝିଅଟି ଏକ ପୁଅକୁ ସିଟ୍ରେ ବସିଥିବା ଦେଖିଲା। ତା’ ପରେ କ’ଣ ହେଲା ପଢ଼ନ୍ତୁ..
Advertisment
ଝିଅ: ଦୟାକରି ମୋତେ ସିଟ୍ ଦିଅନ୍ତୁ ମୁଁ ବସିବି।
ପୁଅ: କାହିଁକି ଦେବି ?
ଝିଅ: ଆରେ, ଗୋଟିଏ ଝିଅ ଛିଡ଼ା ହୋଇଛି ଦେଖୁଛ, ସିଟ୍ ଦେଇପାରିବ ନାହିଁ।
ପୁଅ: ଆପଣ ମୋତେ ବିବାହ କରନ୍ତୁ।
ଝିଅ: କେଉଁ ଖୁସିରେ ?
ପୁଅ: ଗୋଟିଏ ପୁଅ ବାଡ଼ୁଅ ହୋଇ ବୁଲୁଛି ଦେଖୁଛ, ତୁମେ ବିବାହ କରିପାରିବ ନାହିଁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/seat.jpg)