ବାପା କିଣି ଦେଲେ ନୂଆ ମୋବାଇଲ୍‌

ଝିଅ- ଆଜି ବାପା ମୋତେ ନୂଆ ମୋବାଇଲ୍‌ କିଣି ଦେଇଛନ୍ତି।

ପୁଅ- କେଉଁ ମୋବାଇଲ୍‌?

ଝିଅ- ଶ୍ୟାମ୍‌ ସିଂହର ମୋବାଇଲ।

ପୁଅ- ଆରେ ଗଧ, ସେଟା ଶ୍ୟାମ୍‌ ସିଂହ ନୁହେଁ ସ୍ୟାମ୍‌ସଙ୍ଗ୍‌।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।