ବାପା କିଣି ଦେଲେ ନୂଆ ମୋବାଇଲ୍‌

ଝିଅ- ଆଜି ବାପା ମୋତେ ନୂଆ ମୋବାଇଲ୍‌ କିଣି ଦେଇଛନ୍ତି। ପୁଅ- କେଉଁ ମୋବାଇଲ୍‌? ଝିଅ- ଶ୍ୟାମ୍‌ ସିଂହର ମୋବାଇଲ। ପୁଅ- ଆରେ ଗଧ, ସେଟା ଶ୍ୟାମ୍‌ ସିଂହ ନୁହେଁ ସ୍ୟାମ୍‌ସଙ୍ଗ୍‌।

111

Rosalin Rath
  • Published: Tuesday, 23 July 2019
  • , Updated: 23 July 2019, 04:37 PM IST

ଝିଅ- ଆଜି ବାପା ମୋତେ ନୂଆ ମୋବାଇଲ୍‌ କିଣି ଦେଇଛନ୍ତି।

ପୁଅ- କେଉଁ ମୋବାଇଲ୍‌?

ଝିଅ- ଶ୍ୟାମ୍‌ ସିଂହର ମୋବାଇଲ।

ପୁଅ- ଆରେ ଗଧ, ସେଟା ଶ୍ୟାମ୍‌ ସିଂହ ନୁହେଁ ସ୍ୟାମ୍‌ସଙ୍ଗ୍‌।

Related story