Advertisment

ଗର୍ଲଫ୍ରେଣ୍ଡକୁ ଡ୍ରେସ୍‌ ଗିଫ୍ଟ

ଗର୍ଲଫ୍ରେଣ୍ଡ : ତମେ ଜାଣିଛ କାଲି ରାତିରେ ମୁଁ କ’ଣ ସ୍ୱପ୍ନ ଦେଖିଛି ? ବୟଫ୍ରେଣ୍ଡ : କ’ଣ ଦେଖିଲ ? ଗର୍ଲଫ୍ରେଣ୍ଡ : ତୁମେ ମୋତେ ୫ ହଜାର ଟଙ୍କାର ଏକ ଡ୍ରେସ୍‌ ଗିଫ୍ଟ କରିଛ.. ବୟଫ୍ରେଣ୍ଡ : ଆଚ୍ଛା ହଉ.. ଗର୍ଲଫ୍ରେଣ୍ଡ : ହଁ..ତା’ହେଲେ କେବେ ଦେବ ଡ୍ରେସ୍‌ ? ବୟଫ୍ରେଣ୍ଡ : ଆଜି ରାତି ସ୍ୱପ୍ନରେ ସେ ୫୦୦୦ ଟଙ୍କିଆ ଡ୍ରେସ୍‌ଟାକୁ ପିନ୍ଧିଦେବ..

author-image
Puspanjali Panda
ଗର୍ଲଫ୍ରେଣ୍ଡକୁ ଡ୍ରେସ୍‌ ଗିଫ୍ଟ

gf

ଗର୍ଲଫ୍ରେଣ୍ଡ : ତମେ ଜାଣିଛ କାଲି ରାତିରେ ମୁଁ କ’ଣ ସ୍ୱପ୍ନ ଦେଖିଛି ?

ବୟଫ୍ରେଣ୍ଡ : କ’ଣ ଦେଖିଲ ?

ଗର୍ଲଫ୍ରେଣ୍ଡ : ତୁମେ ମୋତେ ୫ ହଜାର ଟଙ୍କାର ଏକ ଡ୍ରେସ୍‌ ଗିଫ୍ଟ କରିଛ..

ବୟଫ୍ରେଣ୍ଡ : ଆଚ୍ଛା ହଉ..

ଗର୍ଲଫ୍ରେଣ୍ଡ : ହଁ..ତା’ହେଲେ କେବେ ଦେବ ଡ୍ରେସ୍‌ ?

ବୟଫ୍ରେଣ୍ଡ : ଆଜି ରାତି ସ୍ୱପ୍ନରେ ସେ ୫୦୦୦ ଟଙ୍କିଆ ଡ୍ରେସ୍‌ଟାକୁ ପିନ୍ଧିଦେବ..