gf
Advertisment
ଗର୍ଲଫ୍ରେଣ୍ଡ : ତମେ ଜାଣିଛ କାଲି ରାତିରେ ମୁଁ କ’ଣ ସ୍ୱପ୍ନ ଦେଖିଛି ?
ବୟଫ୍ରେଣ୍ଡ : କ’ଣ ଦେଖିଲ ?
ଗର୍ଲଫ୍ରେଣ୍ଡ : ତୁମେ ମୋତେ ୫ ହଜାର ଟଙ୍କାର ଏକ ଡ୍ରେସ୍ ଗିଫ୍ଟ କରିଛ..
ବୟଫ୍ରେଣ୍ଡ : ଆଚ୍ଛା ହଉ..
ଗର୍ଲଫ୍ରେଣ୍ଡ : ହଁ..ତା’ହେଲେ କେବେ ଦେବ ଡ୍ରେସ୍ ?
ବୟଫ୍ରେଣ୍ଡ : ଆଜି ରାତି ସ୍ୱପ୍ନରେ ସେ ୫୦୦୦ ଟଙ୍କିଆ ଡ୍ରେସ୍ଟାକୁ ପିନ୍ଧିଦେବ..
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/gf.jpg)