Advertisment

ଅନ୍ୟର ସମ୍ପତ୍ତି

ଶିକ୍ଷକ- ଝିଅ ମାନେ ଯଦି ଅନ୍ୟର ସମ୍ପତ୍ତି, ତା’ହେଲେ ପୁଅ ମାନେ କ’ଣ? ପପୁ- ସାର୍‌, ଚୋର। ଶିକ୍ଷକ- କେମିତି? ପପୁ-  କାରଣ, ଚୋରର ନଜର ସବୁବେଳେ ଅନ୍ୟମାନଙ୍କ ସମ୍ପତ୍ତି ଉପରେ ଥାଏ।

author-image
Biswobandita Swain
ଅନ୍ୟର ସମ୍ପତ୍ତି

pic

ଶିକ୍ଷକ- ଝିଅ ମାନେ ଯଦି ଅନ୍ୟର ସମ୍ପତ୍ତି, ତା’ହେଲେ ପୁଅ ମାନେ କ’ଣ?

ପପୁ- ସାର୍‌, ଚୋର।

ଶିକ୍ଷକ-କେମିତି?

ପପୁ- କାରଣ, ଚୋରର ନଜର ସବୁବେଳେ ଅନ୍ୟମାନଙ୍କ ସମ୍ପତ୍ତି ଉପରେ ଥାଏ।