Advertisment

ଭଗବାନ ଜାଣନ୍ତି

ସ୍ୱାମୀ ସ୍ତ୍ରୀକୁ ଗତ ମାସରେ କରିଥିବା ଖର୍ଚ୍ଚର ହିସାବ ମାଗିଲେ। ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ। ମଝି ମଝିରେ ସେ  ଭ.ଜା.କୁ.ଗ- ୫୦୦ ଟଙ୍କା, ଭ.ଜା.କୁ.ଗ- ୯୦୦ ଟଙ୍କା ଏମିତି କିଛି ଲେଖିବାରେ ଲାଗିଲେ । ସ୍ୱାମୀ- ଏ ଭ.ଜା.କୁ.ଗ କ’ଣ? ସ୍ତ୍ରୀ- ଭଗବାନ୍‌ ଜାଣନ୍ତି କୁଆଡ଼େ ଗଲା।

ଭଗବାନ ଜାଣନ୍ତି

talak

Advertisment

ସ୍ୱାମୀ ସ୍ତ୍ରୀକୁ ଗତ ମାସରେ କରିଥିବା ଖର୍ଚ୍ଚର ହିସାବ ମାଗିଲେ। ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ। ମଝି ମଝିରେ ସେ  ଭ.ଜା.କୁ.ଗ- ୫୦୦ ଟଙ୍କା, ଭ.ଜା.କୁ.ଗ- ୯୦୦ ଟଙ୍କା ଏମିତି କିଛି ଲେଖିବାରେ ଲାଗିଲେ ।

Advertisment

ସ୍ୱାମୀ- ଏ ଭ.ଜା.କୁ.ଗ କ’ଣ?

ସ୍ତ୍ରୀ- ଭଗବାନ୍‌ ଜାଣନ୍ତି କୁଆଡ଼େ ଗଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe