teacher-1
Advertisment
ଶିକ୍ଷକ- ହୃଦୟ ଏବଂ ହାର୍ଟ ମଧ୍ୟରେ କିଛି ଫରକ ଅଛି?
ପପୁ- ହଁ, ଅଛି।
ଶିକ୍ଷକ- କ’ଣ ସେଇଟା?
ପପୁ- ଯେଉଁଟା ଯୁବା ଅବସ୍ଥାରେ ଧକ୍ଧକ୍ କରେ ସେଇଟା ହୃଦୟ। ଆଉ ଯେଉଁଟା ବୃଦ୍ଧା ଅବସ୍ଥାରେ ଧକ୍ଧକ୍ କରେ ସେଇଟା ହାର୍ଟ।