ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଘରେ ୨ଟି ବାସନ ଥିଲେ ଯେମିତି ଶବ୍ଦ ନ ହେବା ଅସମ୍ଭବ, ସେପରି ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ନ ହେବା ଅସମ୍ଭବ। ଏହାର କାରଣ ବି ଆଜି ଯାଏ କେହି ଖୋଜି ପାଇ ନାହାନ୍ତି। ଥରେ ୨ ସାଙ୍ଗ ଏହାର କାରଣ ଖୋଜିବାକୁ ଚେଷ୍ଟା କରି କେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ଜାଣନ୍ତୁ।
ସୋନୁ: ମୋନୁ କହିଲୁ, ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କ’ଣ ପାଇଁ ସବୁବେଳେ ତୁ ତୁ ମେଁ ମେଁ ଲାଗି ରୁହେ। କ’ଣ ଏହାର ପ୍ରକୃତ କାରଣ।
ମୋନୁ: ମୁଁ ଜାଣିନି, ତୁ’ କହୁନୁ।
ସୋନୁ: ମୁଁ ଭାବୁଛି, ସବୁ ଦୋଷ ପଣ୍ଡିତଙ୍କର।
ମୋନୁ: ପଣ୍ଡିତଙ୍କ ମୁଣ୍ଡରେ କ’ଣ ପାଇଁ ଅଠା ବୋଳୁଛୁ।
ସୋନୁ: ଆରେ, ତୁ ଜାଣିନୁ ବିବାହ ବେଳେ ପଣ୍ଡିତ ନିଆଁରେ ଯେଉଁ ଘିଅ ଢାଳନ୍ତି, ତାହା ମରିବା ଯାଏ ଲିଭେନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।