Advertisment

ଝିଅମାନେ ବ୍ରତ କାହିଁକି ରଖନ୍ତି ?

ପପୁ: ମାଆ, ଏ ଝିମାନେ ବ୍ରତ କାହିଁକି ରଖନ୍ତି ? ମାଆ: ପୁଅ, ଏତେ ସହଜରେ କ’ଣ ତୁ କାହାକୁ ମିଳୁଯିବୁ କି ? ତୋ ପରି ସ୍ୱାମୀ ପାଇବା ପାଇଁ ସେମାନେ ବ୍ରତ କରନ୍ତି। ପପୁ: ସତରେ ମାଆ,  ତୋ କଥା ଶୁଣିବା ପରେ ଆଜି ପ୍ରଥମଥର ପାଇଁ ମୁଁ ନିଜକୁ ଦେବତା ବୋଲି ଭାବୁଛି !!!

author-image
Puspanjali Panda
ଝିଅମାନେ ବ୍ରତ କାହିଁକି ରଖନ୍ତି ?

son

ପପୁ:ମାଆ, ଏ ଝିମାନେ ବ୍ରତ କାହିଁକି ରଖନ୍ତି ?

ମାଆ:ପୁଅ, ଏତେ ସହଜରେ କ’ଣ ତୁ କାହାକୁ ମିଳୁଯିବୁ କି ? ତୋ ପରି ସ୍ୱାମୀ ପାଇବା ପାଇଁ ସେମାନେ ବ୍ରତ କରନ୍ତି।

Advertisment

ପପୁ:ସତରେ ମାଆ,  ତୋ କଥା ଶୁଣିବା ପରେ ଆଜି ପ୍ରଥମଥର ପାଇଁ ମୁଁ ନିଜକୁ ଦେବତା ବୋଲି ଭାବୁଛି !!!