ଝିଅମାନେ ବ୍ରତ କାହିଁକି ରଖନ୍ତି ?

ପପୁ: ମାଆ, ଏ ଝିମାନେ ବ୍ରତ କାହିଁକି ରଖନ୍ତି ? ମାଆ: ପୁଅ, ଏତେ ସହଜରେ କ’ଣ ତୁ କାହାକୁ ମିଳୁଯିବୁ କି ? ତୋ ପରି ସ୍ୱାମୀ ପାଇବା ପାଇଁ ସେମାନେ ବ୍ରତ କରନ୍ତି। ପପୁ: ସତରେ ମାଆ,  ତୋ କଥା ଶୁଣିବା ପରେ ଆଜି ପ୍ରଥମଥର ପାଇଁ ମୁଁ ନିଜକୁ ଦେବତା ବୋଲି ଭାବୁଛି !!!

son

Puspanjali Panda
  • Published: Monday, 06 January 2020
  • , Updated: 06 January 2020, 04:54 PM IST

ପପୁ: ମାଆ, ଏ ଝିମାନେ ବ୍ରତ କାହିଁକି ରଖନ୍ତି ?

ମାଆ: ପୁଅ, ଏତେ ସହଜରେ କ’ଣ ତୁ କାହାକୁ ମିଳୁଯିବୁ କି ? ତୋ ପରି ସ୍ୱାମୀ ପାଇବା ପାଇଁ ସେମାନେ ବ୍ରତ କରନ୍ତି।

ପପୁ: ସତରେ ମାଆ,  ତୋ କଥା ଶୁଣିବା ପରେ ଆଜି ପ୍ରଥମଥର ପାଇଁ ମୁଁ ନିଜକୁ ଦେବତା ବୋଲି ଭାବୁଛି !!!

Related story