ଝିଅ ଟିକଟକ୍‌ ହିରୋଇନ୍‌

ପୁଅର ବାପା: କ’ଣ କରୁଛି ତୁମ ଝିଅ ?

ଝିଅର ବାପା : ମୋ ଝିଅ ହିରୋଇନ୍‌ ଅଛି..

ପୁଅର ବାପା : କେଉଁଥିରେ ?

ଝିଅର ବାପା : ଟିକ୍‌ଟକ୍‌ରେ..ତୁମ ପୁଅ କ’ଣ କରୁଛି ?

ପୁଅର ବାପା : ସେନାରେ ଜବାନ ଅଛି..ପିୟୁବିଜିରେ….