Advertisment

ଝିଅ ଟିକଟକ୍‌ ହିରୋଇନ୍‌

ପୁଅର ବାପା: କ’ଣ କରୁଛି ତୁମ ଝିଅ ? ଝିଅର ବାପା : ମୋ ଝିଅ ହିରୋଇନ୍‌ ଅଛି.. ପୁଅର ବାପା : କେଉଁଥିରେ ? ଝିଅର ବାପା : ଟିକ୍‌ଟକ୍‌ରେ..ତୁମ ପୁଅ କ’ଣ କରୁଛି ? ପୁଅର ବାପା : ସେନାରେ ଜବାନ ଅଛି..ପିୟୁବିଜିରେ….

author-image
Puspanjali Panda
ଝିଅ ଟିକଟକ୍‌ ହିରୋଇନ୍‌

tikk

ପୁଅର ବାପା: କ’ଣ କରୁଛି ତୁମ ଝିଅ ?

ଝିଅର ବାପା :ମୋ ଝିଅ ହିରୋଇନ୍‌ ଅଛି..

ପୁଅର ବାପା : କେଉଁଥିରେ ?

ଝିଅର ବାପା :ଟିକ୍‌ଟକ୍‌ରେ..ତୁମ ପୁଅ କ’ଣ କରୁଛି ?

ପୁଅର ବାପା :ସେନାରେ ଜବାନ ଅଛି..ପିୟୁବିଜିରେ....