ଝିଅ ଟିକଟକ୍‌ ହିରୋଇନ୍‌

ପୁଅର ବାପା: କ’ଣ କରୁଛି ତୁମ ଝିଅ ? ଝିଅର ବାପା : ମୋ ଝିଅ ହିରୋଇନ୍‌ ଅଛି.. ପୁଅର ବାପା : କେଉଁଥିରେ ? ଝିଅର ବାପା : ଟିକ୍‌ଟକ୍‌ରେ..ତୁମ ପୁଅ କ’ଣ କରୁଛି ? ପୁଅର ବାପା : ସେନାରେ ଜବାନ ଅଛି..ପିୟୁବିଜିରେ….

tikk

Puspanjali Panda
  • Published: Monday, 20 January 2020
  • , Updated: 20 January 2020, 02:05 PM IST

ପୁଅର ବାପା: କ’ଣ କରୁଛି ତୁମ ଝିଅ ?

ଝିଅର ବାପା : ମୋ ଝିଅ ହିରୋଇନ୍‌ ଅଛି..

ପୁଅର ବାପା : କେଉଁଥିରେ ?

ଝିଅର ବାପା : ଟିକ୍‌ଟକ୍‌ରେ..ତୁମ ପୁଅ କ’ଣ କରୁଛି ?

ପୁଅର ବାପା : ସେନାରେ ଜବାନ ଅଛି..ପିୟୁବିଜିରେ....

Related story