Advertisment

ହେଇଗଲା ଭୟଙ୍କର ଅପମାନ

ରିଙ୍କି: ବାହାଘର ପରେ ମୋ ପାଖରେ ମୋ ସ୍ୱାମୀଙ୍କର ଗାଡ଼ି ଅଛି, ବଙ୍ଗଳା ଅଛି, ବ୍ୟାଙ୍କ୍‌ ବାଲାନ୍ସ ଅଛି। ତୋ ପାଖରେ କ’ଣ ଅଛି ? ପିଙ୍କି : ଶାନ୍ତ ସ୍ୱରରେ କହିଲା, ମୋ ପାଖରେ ୨୦ ବର୍ଷ ପୂର୍ବେ ବାହାଘରରେ ସିଲେଇ କରିଥିବା ସୁଟ୍‌ ଅଛି। ଯାହା ମୋତେ ଏବେ ବି ଫିଟ୍‌ ହେଉଛି। କ’ଣ ତୁମ ସୁଟ୍ ତୁମକୁ ଫିଟ୍‌ ଆସୁଛି ?

author-image
Puspanjali Panda
ହେଇଗଲା ଭୟଙ୍କର ଅପମାନ

fatttt

ରିଙ୍କି: ବାହାଘର ପରେ ମୋ ପାଖରେ ମୋ ସ୍ୱାମୀଙ୍କର ଗାଡ଼ି ଅଛି, ବଙ୍ଗଳା ଅଛି, ବ୍ୟାଙ୍କ୍‌ ବାଲାନ୍ସ ଅଛି। ତୋ ପାଖରେ କ’ଣ ଅଛି ?

Advertisment

ପିଙ୍କି : ଶାନ୍ତ ସ୍ୱରରେ କହିଲା, ମୋ ପାଖରେ ୨୦ ବର୍ଷ ପୂର୍ବେ ବାହାଘରରେ ସିଲେଇ କରିଥିବା ସୁଟ୍‌ ଅଛି। ଯାହା ମୋତେ ଏବେ ବି ଫିଟ୍‌ ହେଉଛି। କ’ଣ ତୁମ ସୁଟ୍ ତୁମକୁ ଫିଟ୍‌ ଆସୁଛି ?