ହେଇଗଲା ଭୟଙ୍କର ଅପମାନ
ରିଙ୍କି: ବାହାଘର ପରେ ମୋ ପାଖରେ ମୋ ସ୍ୱାମୀଙ୍କର ଗାଡ଼ି ଅଛି, ବଙ୍ଗଳା ଅଛି, ବ୍ୟାଙ୍କ୍ ବାଲାନ୍ସ ଅଛି। ତୋ ପାଖରେ କ’ଣ ଅଛି ? ପିଙ୍କି : ଶାନ୍ତ ସ୍ୱରରେ କହିଲା, ମୋ ପାଖରେ ୨୦ ବର୍ଷ ପୂର୍ବେ ବାହାଘରରେ ସିଲେଇ କରିଥିବା ସୁଟ୍ ଅଛି। ଯାହା ମୋତେ ଏବେ ବି ଫିଟ୍ ହେଉଛି। କ’ଣ ତୁମ ସୁଟ୍ ତୁମକୁ ଫିଟ୍ ଆସୁଛି ?
ରିଙ୍କି: ବାହାଘର ପରେ ମୋ ପାଖରେ ମୋ ସ୍ୱାମୀଙ୍କର ଗାଡ଼ି ଅଛି, ବଙ୍ଗଳା ଅଛି, ବ୍ୟାଙ୍କ୍ ବାଲାନ୍ସ ଅଛି। ତୋ ପାଖରେ କ’ଣ ଅଛି ?
ପିଙ୍କି : ଶାନ୍ତ ସ୍ୱରରେ କହିଲା, ମୋ ପାଖରେ ୨୦ ବର୍ଷ ପୂର୍ବେ ବାହାଘରରେ ସିଲେଇ କରିଥିବା ସୁଟ୍ ଅଛି। ଯାହା ମୋତେ ଏବେ ବି ଫିଟ୍ ହେଉଛି। କ’ଣ ତୁମ ସୁଟ୍ ତୁମକୁ ଫିଟ୍ ଆସୁଛି ?